ଓଡ଼ିଶା

ବରିଷ୍ଠ କଂଗ୍ରେସ ନେତା ଆରକେ ଧାବନଙ୍କର ୮୧ ବର୍ଷର ବୟସରେ ନିଧନ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ନିକଟତମ ଆରକେ ଧାବନଙ୍କର ସୋମବାରଜିନ ୮୧ ବର୍ଷ ବୟସରେ ନିଧନ ହୋଇଯାଇଛି। ତାଙ୍କର ନିଧନ ପରେ ଟ୍ଵିଟରରେ ତାଙ୍କୁ ଲୋକମାନଙ୍କ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଛନ୍ତି।

ନୂଆଦିଲ୍ଲୀ ୬-୮ (ଓଡ଼ିଆ ପୁଅ): ବରିଷ୍ଠ କଂଗ୍ରେସ ନେତା ଆରକେ ଧାବନଙ୍କର ୮୧ ବର୍ଷର ବୟସରେ ସୋମବାରଦିନ ଦିଲ୍ଲୀରେ ନିଧନ ହୋଇଯାଇଛି। ସେ ରାଜ୍ୟସଭାର ସଦସ୍ୟ ଥିଲେ। ଧାବନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ପର୍ସନାଲ ସେକ୍ରେଟି ଏବଂ ନିକଟତମ ଥିଲେ। ସେ ୧୯୮୪ ରେ ଇନ୍ଦିରା ଗାନ୍ଧୀଙ୍କର ହତ୍ୟାର ପ୍ରତ୍ୟକ୍ଷଦର୍ଶୀ ଥିଲେ। ସେ ୨୦୧୨ ରେ ୭୪ ବର୍ଷର ବୟସରେ ବିବାହ କରିଥିଲେ। ସୋମବାରଦିନ ସଂଧ୍ୟାରେ ପ୍ରାୟତଃ ସାତଟା ସମୟରେ ବିଏଲ କାପୂର ହସ୍ପିଟାଲ ରେ ଅନ୍ତିମ ନିଶ୍ୱାସ ନେଇଥିଲେ। ବୟସ ସମ୍ବନ୍ଧୀତ ରୋଗ କାରଣରୁ ତାଙ୍କୁ ଗତ ମଙ୍ଗଳବାରଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରଲେକରେ ଟ୍ଵିଟରରେ ତାଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ଅନେକ ବରିଷ୍ଠ ନେତା।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ ନେ ମଧ୍ୟ ଟ୍ଵୀଟ କରି ତାଙ୍କୁ ଶ୍ରଦ୍ଧାଂଜଲି ଦେଇଛନ୍ତି।

କଂଗ୍ରେସ ପାର୍ଟୀର ଟ୍ଵିଟର ହ୍ୟାଣ୍ଡେଲରେ ଟ୍ଵୀଟ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top