ବଜ୍ରାଘାତରେ ପୁଅ ମୃତ ଅଳ୍ପକେ ବର୍ତିଲେ ମା

ତୁରୁମୁଙ୍ଗା୧୨/୬(ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ପିଙ୍ଗୁପାଟଣା ଗ୍ରାମ ର ସୁନାରାମ ମାଝୀ (୧୬ )ଗତକାଲି ବଜ୍ରାଘାତରେ ମୃତ୍ୟୁ ଘଟିଛି। ଗତକାଲି ନିଜ ମା ଙ୍କ ସହିତ ବିଲରୁ ଫେରୁଥିବା ସମୟରେ ବଜ୍ରାଘାତ ହେଉଥିବାରୁ ଏକ ପାଳ ଗଦା ପାଖରେ ଆଶ୍ରୟ ନେଇଥିଲେ ବଜ୍ରାଘାତ ଯୋଗୁ ପାଳଗଦା ଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା ସୁନାରାମଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏ ନେଇ ପାଟଣା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ତେବେ ମା ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *