ଜିଲ୍ଲା ପରିକ୍ରମା

ବଜ୍ରପାତରେ ୪ ଗାଇ ମୃତ

ନୂଆପଡା,ତା,୧୫.୦୪.୨୦୧୮:- ନୁଆପଡା ଜିଲା ଖଡିଆଳ ବ୍ଲକ କେନ୍ଦୁପାଟି ଗ୍ରାମରେ ଶନିବାର ଭୋର ସକାଳ ସମୟରେ ଝିପି ଝିପି ବର୍ଷ ହେବା ସହିତ ବ୍ରଜପାତ ହୋଇଥିଲା । ଯାହାଫଳରେ କେନ୍ଦୁପାଟି ଗ୍ରାମର କମଳ ତାଣ୍ଡି ଙ୍କ ୧ ଟି ବଲଦ,ଜଗତରାମ ନିଆଳ ଙ୍କ ୧ ଟି ଗାଇ,ଭାଗିରଥି ମଲ୍ଲିକ ୧ ଟି ଗାଇ,ଧବଲେଶ୍ୱର ମାଝୀ ୧ ଟି ବଳଦ କୁ ବ୍ରଜପାତ ହେବା ଦ୍ୱାର ମୃତୁ୍ୟ ବରଣ କରିଛନ୍ତି । ଏହି ୪ ଜଣ ବ୍ୟକ୍ତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଏହି ବିଷୟ ଜାଣିଲା ପରେ ପଶୁ ଅଧିକାରୀ କୁଞ୍ଜକିଶୋର ଦଣ୍ଡସେନା କେନ୍ଦୁପାଟି ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୁରଣ ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଦାବୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top