ବଜ୍ରପାତରେ ଗୁରୁତର ଙ୍କ ମୃତ୍ୟୁ

ପାଟଣା,ତା୧୩.୦୯(ଓଡିଆ ପୁଅ/ ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଦୁବେଇ ପେଣ୍ଠ ଗ୍ରାମରେ ବଜ୍ରପାତରେ ଗୁରୁତର ଥିବା ବାବୁଲା ନାଏକ (୪୦)ଙ୍କ ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ ଯେ ବଜ୍ରଘାତରେ ଗୁରୁତର ଅବସ୍ଥା ହୋଇଥିବା ବାବୁଲାକୁ କରଞ୍ଜିଆ ମେଡିକାଲରେ ଭର୍ତ୍ତିକରିବା ସହ ଚିକିତ୍ସା କରିବା ସତ୍ବେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ଠାରୁ ପ୍ରକାଶ। ଗତକାଲି ଅପରାହ୍ନରେ ଵାଵୁଲା ନାଏକ ବଜ୍ରପାତରେ ଗୁରୁତର ହୋଇ ଥିଲେ ।

Leave a Reply

Your email address will not be published. Required fields are marked *