ଫେବୃଆରୀ ୧୦ରେ ପ୍ରଥମ ଜାତୀୟସ୍ତରୀୟ ଲୋକ ଅଦାଲତ

ଅନୁଗୋଳ,୬/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଚଳିତ ମାସ ୧୦ତାରିଖରେ ଅନୁଗୋଳ ସିଭିଲ କୋର୍ଟ ପରିସରରେ ୧ମ ଜାତୀୟସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ,ବୀମା କମ୍ପାନୀ,ଅନୁଷ୍ଠାନ ତଥା କୋର୍ଟ ଗୁଡ଼ିକରେ ପଡ଼ି ରହିଥିବା ମାମଲା ଗୁଡ଼ିକର ବିଚାର କରାଯାଇ ଲୋକ ମାନଙ୍କୁ ତ୍ୱରୀତ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଲୋକ ଅଦାଲତରେ ଉପସ୍ଥିତ ରହି ବିଭିନ୍ନ ମାମଲାର ବିଚାରରେ ସହାୟତା କରିବାକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *