ଫପସି ଠାରେ ଇଦ ପର୍ବ ପାଳିତ

ତୁରୁମୁଙ୍ଗା ୨୨-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ଫପସି ମସଜିଦ ଠାରେ ପବିତ୍ର ଇଦ ଉଲ ଜୁହାର ପର୍ବ ପାଳିତ ହୋଇଯାଇଛି। ଏହି ପର୍ବରେ ନବାଜ ପଢିବା ସହିତ ମସଜିଦରେ ଥିବା ମୁସଲମାନମାନେ ପରସ୍ପରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଥିଲେ। ଶାନ୍ତି, ମୈତ୍ରୀ ଓ ଭାଇଚାରାର ଏହି ପର୍ବରେ ସମସ୍ତେ ସାମିଲ ହେବା ସହ ସମସ୍ତଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରାଥନା କରିଥିଲେ। ମୌଲାନା ରଯାଉଲ୍ଲା କାଦିର, ନଫିଜ, ଋଜ଼ୱାନ ଖାଁନ, ଏମଡି ଅଫତାବ ଖାନ ଆଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *