ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ଓଡିଶାର ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ, ସେ ପ୍ରଧାନ ମନ୍ତ୍ରୀଙ୍କୁ “ଦି ଟଲ ମ୍ୟାନ ବିଜୁ ପଟ୍ଟନାୟକ” ପୁସ୍ତକ ପ୍ରଦାନ କରିଛନ୍ତି। ଓଡ଼ିଶାର ଗର୍ବ ଏବଂ ଓଡ଼ିଆଙ୍କ ମହାନ ନେତା ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଲିଖିତ, ଏହି ପୁସ୍ତକଟି, ସୁନ୍ଦର ଗଣେଶନଙ୍କ ଦ୍ଵାରା ଲେଖାଯାଇଛି।

Leave a Reply

Your email address will not be published. Required fields are marked *