Home ଓଡ଼ିଶା ପୋଲିସ ଉଚ୍ଚ ବିଦ୍ୟାଳୟରେ ଆତ୍ମରକ୍ଷା କୈାଶଳ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ

ପୋଲିସ ଉଚ୍ଚ ବିଦ୍ୟାଳୟରେ ଆତ୍ମରକ୍ଷା କୈାଶଳ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ

73

କୋରାପୁଟ ; ତା୦୪-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟ ପରିସରରେ ଆତ୍ମରକ୍ଷା କୈାଶଳ ପ୍ରଶିକ୍ଷଣ ଶିବିର ଆଜି ଶୁଭାରମ୍ଭ ହୋଇଯାଇଛି ।ଏହି ଶିବିରରେ ମିଥୁନ ଚକ୍ରବର୍ତୀ ଓ ଦୀପ୍ତିରେଖା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୈାଶଳ ଦେଖାଇଥିଲେ ।ଏହି ଶିବିରରେ ସଂଯୁକ୍ତା ସିଂ ଓ ନଗ୍ମା କୈାସର ସାଧନ ବ୍ୟକ୍ତି ଭାବେ ଯୋଗଦେଇଥିଲେ ।ଏହି ଶିବିର ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନଶିକ୍ଷକ ନରସିଂହ ଦାଶ ସୂଚନା ଦେଇଥିଲେ ।ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶୁଭାରମ୍ଭ ଉସôବରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.