ଓଡ଼ିଶା

ପୋଲସରା ବିଧାୟକଙ୍କ ଜାଲି ସାର୍ଟିଫିକେଟ୍ ଓ ମିଥ୍ୟା ସତ୍ଯ ପାଠ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଜନ ସ୍ବାର୍ଥ ମମଲା ଦାୟର

ପୋଲସରା ୧୩-୨ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବିଧାୟକଙ୍କ ଜାଲି ସାର୍ଟିଫିକେଟ୍ ଓ ମିଥ୍ୟା ସତ୍ୟ ପାଠ ବିରୁଦ୍ଧରେ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଆଜି ଉଚ୍ଚ ନ୍ୟାୟାଳୟରେ ଜନ ସ୍ବାର୍ଥ ମମଲା ଦାୟର କରାଯାଇଛି। ପିଟିସନ 2767/2018ରେ ଉଚ୍ଚ ନ୍ୟାୟାଳୟ ଆବେଦନ ଗ୍ରହଣ କରିଛନ୍ତି। ଏହି ନିର୍ବାଚନ ସଂକ୍ରାନ୍ତୀୟ ମାମଲାରେ ଜାତି ମୁଖ୍ୟ ନିର୍ବାଚନ କମିଶନ ନୂଆଦିଲ୍ଲୀ, ଓଡ଼ିଆ ନିର୍ବାଚନ କମିଶନ, ଜିଲ୍ଳାପାଳ ଗଂଜାମ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ପକ୍ଷଭୁକ୍ତ କର ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top