ଜିଲ୍ଲା ପରିକ୍ରମା

ପୋଖରୀରେ ବୁଢ଼ି ୩ ବର୍ଷ ଶିଶୁର ମୃତୁ୍ୟ

ଯାଜପୁର-୧୧/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ସଦର ଥାନା ମହେଶ୍ୱରପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଦିପକ ରାଉତଙ୍କ ପୁଅ ବାଦଲ ରାଉତ(୩) ଖେଳୁଥିବା ସମୟରେ ନିକଟସ୍ଥ ପୋଖରୀରେ ଖସି ପଡ଼ିଥିଲେ । ପରିବାର ଲୋକ ଖୋଜାଖୋଜି କରିଲା ପରେ ପୋଖରୀରୁ ବାଦଲର ମୃତୁ୍ୟ ଦେହ ଉଦ୍ଧାର କରିଥିଲେ । ଏ ନେଇ ସଦର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ଶିଶୁଟିର ମୃତୁ୍ୟରେ ସ୍ଥାନୀୟ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top