ଜିଲ୍ଲା ପରିକ୍ରମା

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ

ସମ୍ବଲପୁର, ୭/୭ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) : ସମ୍ବଲପୁର ଜିଲ୍ଲା ମାନେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ସଞ୍ଜୟ ଛୁରିଆଙ୍କୁ ହତ୍ୟା ଧମକ ଦିଆଯାଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ସଞ୍ଜୟ ଘରେ ନ ଥିବା ସମୟରେ ସମ୍ବଲପୁର ସହରରୀ ଜଣେ ଯୁବକ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଗାଳି ଗୁଲଜ କରି ସଞ୍ଜୟଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। ତେବେ ଅଭିଯୋଗ ପାଇବା ପରେ ସଦର ଥାନା ପୋଲିସ ସଞ୍ଜୟଙ୍କ ଘରକୁ ଯାଇ ତଦନ୍ତ କରି ଫେରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top