ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମୁରଲୀଧର ଗୁରୁଙ୍କ ବିୟୋଗରେ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ

ଭୁବନେଶ୍ୱର, ତା.୦୯/୧୧(ଓଡ଼ିଆ ପୁଅ): ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ବିଜେପି ନେତା ଶ୍ରୀ ମୁରଲୀଧର ଗୁରୁଙ୍କ ୮୩ ବର୍ଷ ବୟସରଙ୍କ ଦେହାନ୍ତ ହୋଇଛି। ଜଣେ ଦକ୍ଷ, ସୁସଂଗଠକ, ମେଳାପୀ ଏବଂ ମିଷ୍ଟଭାଷୀ ସ୍ୱର୍ଗତ ଗୁରୁଙ୍କ ବିୟୋଗରେ ବିଜେପି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *