ପୂର୍ବତନ ବିଜେଡି ବିଧାୟକ ସଂଜୀବ ପ୍ରଧାନଙ୍କ ନାଁରେ ଯୋଡି ହୋଇଗଲା ଆଉ ଦୁଇ ଅଭିଯୋଗ ପତ୍ର

ଦେବଗଡ ୨୪-୧୦ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) :-ଦେବଗଡର ପୂର୍ବତନ ବିଜେଡି ବିଧାୟକ ସଂଜୀବ ପ୍ରଧାନ ରେଙ୍ଗାଳି ବାସଚ୍ୟୁତଙ୍କ ଟଙ୍କା ହଡପ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦ୍ବାରା ଗିରଫ ହୋଇଛନ୍ତି। ତାଙ୍କ ନାମରେ ଆଇପିସି ଧାରା ୪୨୦, ୪୦୬, ୪୬୭, ୪୬୮, ୧୨୦ବି ଆଦି ଦଫା ତାଙ୍କ ବିରୁଧରେ ଦର୍ଜ ହୋଇଥିବା ବେଳେ ତାଙ୍କ ନାମରେ ଆଉ ଦୁଇ ଅଭିଯୋଗ ପତ୍ର ଯୋଡି ହୋଇଯାଇଛି।ଏହା ଦେବଗଡ ଆରକ୍ଷୀଅଧିକ୍ଷକ ବି ଗଙ୍ଗାଧର ରାଓ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହି ରେଙ୍ଗାଳି ବାସଚ୍ୟୁତଙ୍କ ଟଙ୍କା ହଡପ କେସରେ ଆଉ ଦୁଇ ଓକିଲଙ୍କ ହାତଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *