ଓଡ଼ିଶା

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ

ଭୁବନେଶ୍ୱର, ତା ୧୬ା୮ (ଓଡ଼ିଆ ପୁଅ): ପୂର୍ବତନ ପ୍ରଧାନମନ୍ତ୍ରୀ, ବାଗ୍ମୀ, ସୁବକ୍ତା, ଦକ୍ଷ ପାର୍ଲାମେଣ୍ଟାରିଆନ୍ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ରବି ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି। ସଂସଦୀୟ ଗଣତନ୍ତ୍ର ଆଜି ଯେତେବେଳେ ଅସହିଷ୍ଣୁତା ଓ ସାମ୍ପ୍ରଦାୟିକତାବାଦ ଆହ୍ୱାନର ସମ୍ମୁଖୀନ ହୋଇଛି ସେହି ସମୟରେ ତାଙ୍କ ଭଳି ଜଣେ ଉଦାରବାଦୀ ରାଜନେତାଙ୍କ ବିୟୋଗ ଗଣତନ୍ତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top