ପୂରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ତିର୍ତ୍ତୋଲ୧୭/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ଥିବା ବଟମଙ୍ଗଳା ବିଦ୍ୟାପୀଠର ୧୯୯୨ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆବାହକ ସୈାମେନ୍ଦ୍ର ପ୍ରସାଦ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ବଳରାମ ସେଠୀ ସଭାପତିତ୍ୱ କରିଥିବାବେଳେ ପ୍ରବିଷୁ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ପ୍ରଧାନ, ରବି ନାରାୟଣ ମହାନ୍ତି, ଆଲୋକ ନାୟକ, ଅର୍ଚ୍ଚନା ପଣ୍ଡା, ସଞ୍ଜିବ ମିଶ୍ର, ମମତା ଦାସ, ବାଙ୍କ ବିହାରି ସ୍ୱାଇଁ, ଗୀତାଞ୍ଜଳୀ ନାୟକ, ଅଞ୍ଜଳୀ ରାଉତ, ଦିଲିପ ଦାସ, ମନୋଜ ବେହେରା, ଭାବ ଗ୍ରାହୀ ପ୍ରଧାନ, ପ୍ରଦୀପ୍ତ ସ୍ୱାଇଁଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *