ad
ଅପରାଧ

ପୁଲିସ ଭ୍ୟାନ ସହ ଟ୍ରକ୍ ମଧ୍ୟରେ ଧକ୍କା ୨ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ,୩୦ଆହତ

ଭୁବନେଶ୍ୱର/ଝାରସୁଗୁଡା୧ା୩(ଓଡିଆ ପୁଅ/ବିରଞ୍ଚିନାରୟଣ ପତ୍ରୀ) ଆଜି ସକାଳ ୬ଘଟିକା ବେଳେ ଏନଏଚ-୪୯ ବେଲପାହଡ ଏକ ପେଟ୍ରୋଲ ପମ୍ପ ନିକଟରେ ପୁଲିସ ଭ୍ୟାନ ସହ ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ୨ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ପୁଲସ କମ୍ରଚାରୀ ଆହତ ହୋଇଥିବା ଯଣାପଡିଛି । ଆହତମାନଙ୍କୁ ଟିଆରଏଲ ମେଡିକାଲରେ ଓ ମଣ୍ଡଳିଆ କେନ୍ଦୀୟ ହସ୍ପିଟାଲ ରେ ଭର୍ତ୍ତି କାରଯିବା ସହ ଗୁରୁତର ଆହତହୋଇଥିବା ବ୍ୟକ୍ତିଙ୍କୁ ବୁର୍ଲା ବଡ ହାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଝାରସୁଗୁଡା ଓଏସଏପି ର ୪୦ ଜଣ ପୁଲିସ ଯବାନ ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଛାରସୁଗୁଡା ରୁ ବନହରପାଲି ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top