ପୁଣି ଚମକିଲେ ଓଡ଼ିଆ ଝିଅ ଦୂତୀ : ୨୦୦ ମିଟରରେ ରୌପ୍ୟ ପଦକ

ଜାକର୍ତ୍ତା,୨୯।୮ (ଓଡ଼ିଆ ପୁଅ) – ଓଡ଼ିଆ ଝିଅ ଦୂତୀ ଚାନ୍ଦ ଏସିଆନ୍‌ ଗେମ୍ସରେ ପୁଣି ଥରେ ଦେଶ ଏବଂ ଓଡ଼ିଶାକୁ ଗର୍ବିତ କରିଛନ୍ତି। ୧୦୦ ମି. ଦୌଡ଼ରେ ରୌପ୍ୟ ଜିତିଥିବା ଦୂତୀ ପୂଣି ଆଜି ୨୦୦ ମି. ଦୌଡ଼ରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ଦୂତୀ ୨୩.୨୦ ସେକେଣ୍ଡରେ ୨୦୦ ମିଟର ଦୌଡ଼ ଶେଷ କରି ରୌପ୍ୟ ପଦକ। ବାହାରିନ ଧାବିକା ଓଡିଓଙ୍ଗ ଇଡିଙ୍ଗ ରେସ୍‌କୁ ୨୨.୯୬ ସେ.ରେ ଶେଷ କରି ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେହିଭଳି ଚାଇନାର ଓ୍ବେଇ ୟଙ୍ଗଲି ବ୍ରୋଞ୍ଜ ପଦକ ପାଇଛନ୍ତି।

Leave a Reply

Your email address will not be published. Required fields are marked *