ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ ୧୫ ତାରିଖ ଘଟଣାର ଅନୁସନ୍ଧାନ କରିବେ

ଭୁବନେଶ୍ୱର ତା ୧୬.୭ (ଓଡ଼ିଆ ପୁଅ) – ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗତ ତା ୧୫.୭.୨୦୧୮ ରିଖ ଦିନ ସନ୍ଧ୍ୟା ସମୟରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ହୋଇଥିବା ବିଶୃଙ୍ଖଳିତ କାର୍ଯ୍ୟର ଅନୁସନ୍ଧାନ କରିବା ପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳଙ୍କୁ ଦାୟୀତ୍ୱ ଦେଇଛନ୍ତି। ଶ୍ରୀ ବିଶ୍ୱାଳ ଖୁବ୍ଶୀଘ୍ର ଏହି ଘଟଣାର ଅନୁସନ୍ଧାନ କରି ଏକ ରିର୍ପୋଟ ଦାଖଲ କରିବାପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *