ଓଡ଼ିଶା

ପାର୍ଟନରଙ୍କ ସାଥିରେ ଶୋଇବାରେ କ’ଣ କ’ଣ ଫାଇଦା ଆପଣ ଜାଣନ୍ତିକି?

ଆପଣ ଜାଣନ୍ତି କି ଜୀବନସାଥୀ ଅଥବା ପାର୍ଟନରଙ୍କ ସାଥିରେ ଶୋଇବାରେ ଆପଣଙ୍କ ଅନେକ ରୋଗ ହୋବାର ସଂଭାବନା ଦୂର ହୋଇଥାଏ ବୋଲି? ଯଦି ଆପଣ ବିଶେଷକରି ପାର୍ଟନର ସହିତ ଚୁପକିକରି ଶୁଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା ମିଳିଥାଏ।

– ଏକ ସର୍ଭେ ମୁତାବକ, ଏକୁଟିଆ ଶୋଉଥିବା ଲୋକଙ୍କ ତୁଳନାରେ ପାର୍ଟନର ସହିତ ଶୋଉଥିବା ଲୋକମାନଙ୍କର ବୟସ ଅଧିକ ହୋଇଥାଏ। ଏହା ସହିତ ସ୍ଵାସ୍ଥ୍ୟ ଭଲ ରହିଥାଏ।

– ଯଦି ଆପଣଙ୍କୁ ନିଦ ହେଉନଥିବା ରୋଗ ଅଛି ତେବେ ପାର୍ଟନର ସହିତ ମିଳିମିଶି ଶୋଇବାରେ ଏହି ରୋଗ ଦୂର ହୋଇଥାଏ।

– ରିସର୍ଚ ମୁତାବକ, ଯଦି କେବଳ ଦଶ ସେକେଣ୍ଡ ପର୍ଯ୍ୟନ୍ତ ହିଁ କାହାକୁ କୁଣ୍ଢାଯାଏ ତେବେ ଆପଣଙ୍କର ରୋଗ-ପ୍ରତିରୋଧକ କ୍ଷମତା ବଢ଼ିଥାଏ। ସେଥିପାଇଁ ଶୋଇବା ସମୟରେ ନିଜର ପାର୍ଟନର ସହିତ ଏହିପରି ଶୋଇବା ଭଲ।

– ପାର୍ଟନର ସାଥିରେ ଚୁପକିକି ଶୋଇଲେ ଆଳସ୍ୟ ଏବଂ ଚିନ୍ତା ଦୂର ହୋଇଥାଏ। ଏହା ଆପଣଙ୍କୁ ଏକୁଟିଆପଣର ଆଭାସ ହୁଏ ନାହିଁ ଏବଂ ସବୁ ଚିନ୍ତା ମଧ୍ୟ ଦୂର ହୋଇଥାଏ।

– ପାର୍ଟନର ସହିତ ଚିପକିକରି ଶୋଇଲେ ଶରୀରର ଉଷ୍ମତା ବଢ଼ିଥାଏ ଏହି କାରଣରୁ ବ୍ଲଡ ସର୍କୁଲେଲନ ଭଲ ହୁଏ।

– ଏକ ସର୍ଭେରେ କୁହାଯାଇଛି କି ପାର୍ଟନର ସହିତ ଶୋଇଲେ ଲୋକମାନଙ୍କର ଭାବନା ଶକ୍ତି ଏବଂ ସ୍ମରଣ ଶକ୍ତିର କ୍ଷମତା ବଢ଼ିଥାଏ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top