ପାରଳା ଗଜପତିଙ୍କ ଜୟନ୍ତି ପାଳିତ

କୋରାପୁଟ ; ତା୨୬-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଜିଲା ପ୍ରଶାସନ ଏବଂ ସ୍ମାରକୀ କମିଟିର ମିଳିତ ଆନୁକୂଲ୍ୟରେ ଆଜି କୋରାପୁଟ ଠାରେ ପାରଳା ମହାରାଜା କୃଷ୍ନ ଚନ୍ଦ୍ର ଗଜପତିଙ୍କ ୧୨୬ତମ ଜୟନ୍ତି ପାଳିତ ହୋଇଛି ।ଏହି ଅବସରରେ କୋରାପୁଟ ପୌରପାଳ ଭଗବାନ ବାହିନୀପତି, ସହକାରୀ ଜିଲ୍ଲାପାଳ ଇସାକ ମୋଦିନା ,ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ, ଅଲିଭା ବେହେରା ,ସ୍ମାରକୀ କମିଟିର ରାଜ କିଶୋର ସାମନ୍ତରାୟ ,ରମାନାଥ ଶର୍ମା , ବିଜୟ ରାଉଳ , ସାମ୍ବାଦିକ ଡି .ଶଙ୍କର ରାଓ , କିର୍ତିଚନ୍ଦ୍ର ସାହୁ ଯୋଗ ଦେଇ ପୁରୁଣା ହସ୍ପିଟାଲ ଟ୍ରାଫିକ ଛକରେ ଥିବା ଗଜପତିଙ୍କ ପ୍ରତିମୁର୍ତିରେ ପୁଷ୍ଫ ମାଲ୍ୟାର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *