ପାଟଦେବୀ ଡଙ୍ଗରର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଳରେ ୨୫ ହଜାର ଚାରା ରୋପଣ କରାଯାଉଛି

କୋରାପୁଟ ; ତା୦୩-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହରସ୍ଥିତ ପାଟଦେବୀ ଡଙ୍ଗରର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଳରେ ୨୫ ହଜାର ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା କୋରାପୁଟ ବନାଞଳ ଅଧିକାରୀ ସୁବାସ ଚନ୍ଦ୍ର ଖୁଟିଂଆ ସୂଚନା ଦେଇଛନ୍ତି।ରାଧାଚୁଡା, କରଂଚ, ଚନ୍ଦା,  ଦୋଳିଚନ୍ଦ୍ର, ମେହାଗନି,  ଦେବଦାରୁ, ଅଶୋକ,  ମହିଶ୍ୱର, କୁଇନ, କୋଚିଲା,  ସିଲଭରଓକ ଏଭଳି ୨୫ ପ୍ରକାର ବୃକ୍ଷରୋପଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *