କେନ୍ଦୁଝର

ପାଟଣା ନିର୍ବାଚନ ମଣ୍ଡଳୀରେ ଭାଜପା ତରଫରୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ସମ୍ମିଳନୀ

ତୁରୁମୁଙ୍ଗା ୨୯-୬ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ବୁଦ୍ଧିଜୀବୀ ଓ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଜିଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ଙ୍କ ସଂଯଜନା ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସଦର ବିଧାୟକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ ମୁଖ୍ୟ ବକ୍ତା ଭାବେ ଭାଜପା ର ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ମୁରଲୀ ମୋନହୋର ଶର୍ମା ଯୋଗ ଦେଇଥିଲେ ସର୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ଗୌରହରି ନାଏକ, ପୂର୍ବତନ ସାହାରପଡା ବ୍ଲକ ଅଧକ୍ଷ ଗୌତମ ନାଏକ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ୍ୟା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମିତା ନାଏକ,ଭବାନୀ ଶଙ୍କର ନାଏକ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି, ବରିଷ୍ଠ କର୍ମୀ ତଥା ଜିଲା କୋଷାଧ୍ୟକ୍ଷ କମଳାକାନ୍ତ ଦାଶ ପ୍ରମୁଖ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେମୋଦି ସରକାର ଙ୍କ ୪ ବର୍ଷ ପୂର୍ତ୍ତି ଅଵସର ରେ ମୋଦି ସରକାର ଙ୍କର ବିଭିନ୍ନ ଜନହିତ କର ଯୋଜନା ର ସଫଳତା ବିଷୟ ରେ ଆଲୋଚନା ହେବା ସହିତ ରାଜ୍ୟ ସରକାର ୧୮ ବର୍ଷ ବିଫଳତା କୁ ସମାଲଚନା କରାଯାଇଥିଲା।ଏହି କାର୍ୟକ୍ରମ ରେ ବିଜେପି ଜିଲା ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ ଉପସଭାପତି ଲକ୍ଷଣ ରାଉତ ଯୁବମୋର୍ଚା ସାଧାରଣ ସମ୍ପାଦକ ପ୍ରକାଶ ମଲ୍ଲିକ,ଦଶମତି ଚାତାର,ଗାୟତ୍ରୀ ଜେନା ଖିରେଇଟାଙ୍ଗିରି ମଣ୍ଡଳ ସଭାପତି ଉର୍ମିଳା ପାତ୍ର,ନିତ୍ୟାନନ୍ଦ ମହାପାତ୍ର,ମିତ୍ରଭାନୁ ମହାନ୍ତ,ସମେତ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top