ପାକିସ୍ତାନରେ ୪୭ ଭାରତୀୟ ମତ୍ସ୍ୟଜୀବୀ ଗିରଫ, ୯ଟି ନୌକା ଜବତ

ନୂଆଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ପାକିସ୍ତାନ ଅଧିକାରୀମାନେ ଅରବ ସାଗରରେ ନିଜର ଜଲକ୍ଷେତ୍ରରେ କଥିତ ରୂପରେ ମାଛ ମାରିବା ଆରୋପରେ ୪୭ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି ବୋଲି ଖବରରୁ ପ୍ରକାଶ। ପାକିସ୍ତାନ ସମୁଦ୍ର ସୁରକ୍ଷା ଏଜେନ୍ସୀ (ପିଏମଏସଏ) ଶନିବାରଦିନ ୪୭ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କର ନୌକାଗୁଡ଼ିକୁ ମଧ୍ୟ ଜବତ କରି ନେଇଛନ୍ତି ବୋଲି ଖବର ମିଳିଛି। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *