ଓଡ଼ିଶା

ପହଣ୍ଡି ପାଇଁ ଆସିଲା ଚାରମାଳ କାଠ

ପୁରୀ:୦୮/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରଥକୁ ତିନି ଠାକୁରଙ୍କ ପରଣ୍ଡି ବିଜେ ସମୟରେ ଚାରମାଳ କାଠ ଆବଶ୍ୟକ ପଡିଥାଏ। ଏହି ଚାରମାଳ କାଠ ଆଜି ରଥଖଳାରେ ପହଞ୍ଚିଛି। କଟକ କରତକଳରୁ ଏହି କାଠ ଆଜି ରଥଖଳାରେ ପହଞ୍ଚିବା ପରେ ଭୋଇ ସେବକମାନେ ଏହାକୁ ଆଜି ସିଂହଦ୍ୱାର ଠାରେ ରଖିଛନ୍ତି ପରେ ଏହାକୁ ଶ୍ରୀମନ୍ଦିରକୁ ନିଆଯିବ। ରଥଯାତ୍ରା ସମୟରେ ଏହି କାଠରେ ତିନି ଠାକୁର ପହଣ୍ଡି ହୋଇ ଆସିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top