ପଞ୍ଚାୟତସ୍ତରୀୟ ବିଜୁ ଯୁବ ବାହିନୀ ଗଠିତ

ଖଡିଆଳ/ନୂଆପଡା-୨୨.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ ଖାସବାହାଲ ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ ବିଜୁ ଯୁବ ବାହିନୀ ଗଠିତ ହୋଇଯାଇଛି । ଏଥିରେ ସଭାପତି ପ୍ରେମଲାଲ ବାଗ ଅଧ୍ୟକ୍ଷତା କରିଥିବା ବେଲେ କୁନୁ ଚରଣ ବେହେରା, ଦୁର୍ଯେ୍ୟାଧନ ହଂସ, ଅରବିନ୍ଦ ବେହେରା, ସୁଶାନ୍ତ ନିଆଲ, ସୁବାସ ବନ୍ଦିଛୋର, ପାରେଶ୍ୱର ଚଣ୍ଡି, ଶୁଭକାନ୍ତ ଚଣ୍ଡି ଓ ଯଶୋବନ୍ତ ହଂସ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଗଠିତ କମିଟିରେ ସଭାପତି ଭାବରେ ତାରେଣି ବାଗ, ଉପସଭାପତି ଭାବରେ ଚିନ୍ତାମଣି ବାଗ, ସମ୍ପାଦକ ଭାବରେ ରାଜେଶ ବେହେରା, ସହ ସମ୍ପାଦକ ଭାବରେ ଗିତାଞ୍ଜଳି ବାଗ ଓ କୋଷାଧ୍ୟକ୍ଷ ଭାବରେ ଗୟାଧର ଅଦାଙ୍କୁ ମନୋନୀତ କରାଯାଇଛି ।

Leave a Reply

Your email address will not be published. Required fields are marked *