ad
ଜଗତସିଂହପୁର

ନୂତନ ଥାନା ଆଇ ଆଇ ସି ଓ ଏସଡ଼ିପିଓଙ୍କ ଯୋଗଦାନ

ତିର୍ତ୍ତୋଲ୦୩/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ନୂତନ ଥାନା ଅଧିକାରୀଭାବେ କୃଷ୍ଣ ଚନ୍ଦ୍ର ମିଶ୍ର ଓ ଏସ୍ଡ଼ିପିଓ ଭାବେ ଦିପକ ରଞ୍ଜନ ଜେନା ଯୋଗଦେଇଛନ୍ତି। ଏଠାରେ କାର୍ଯ୍ୟରତ ଥିବା ଥାନାଅଧିକାରୀ ପ୍ରଶାନ୍ତ ମାଝିଙ୍କୁ ଏରସମା ଥାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ଏସଡ଼ିପିଓଭାବେ କାର୍ଯ୍ୟରତଥିବା ଶିବଚରଣ ମଲ୍ଲିକଙ୍କୁ ପୂର୍ବରୁ ଅନୁଗୁଳ୍କୁ ବଦଳି କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top