କେନ୍ଦୁଝର

ନୂଆ ଟ୍ରାକ୍ଟର ସୋରୁମ, ବ୍ଲୁଡାଇମଣ୍ଡ ଉଦଘାଟିତ

ପାଟଣା, ତା୦୭/୦୯(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଠାରେ ଆଜି ଏକ ମହିନ୍ଦ୍ରା ଟ୍ରାକ୍ଟର ସୋରୁମ ବ୍ଲୁଡାଇମଣ୍ଡ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଉଦଘାଟନ ର ପ୍ରଥମ ଦିନରେ ବ୍ଲୁଡାଇମଣ୍ଡ ର ପରିଚାଳନା ନିର୍ଦ୍ଦେଶକ ପ୍ୟାରିମୋହନ ରାଉତରାୟ ୧୨ଜଣ ଟ୍ରାକ୍ଟର କ୍ରେତା ଙ୍କୁ ଚାବି ଅର୍ପଣ କରିବା ସହ ପାଟଣା, ସାହାରପଡା, ଢେଙ୍କିକୋଟ ଆଦି ଅଞ୍ଚଳବାସୀ ଙ୍କୁ ଉତ୍ତମ ସେବା ଯୋଗାଇବ ବୋଲି କହିଛନ୍ତି। ସତ୍ତ୍ବାଧିକାରୀ ଦେବାନନ୍ଦ ପୃଷ୍ଟି ଙ୍କ ସହ ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ପ୍ରେମଚାନ୍ଦ ପୃଷ୍ଟି, ଧ୍ୟ୍ୟନଚାନ୍ଦ ପୃଷ୍ଟି ଙ୍କ ଉପସ୍ଥିତି ରେ ପୂଜାର୍ଚ୍ଚନା ସହ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା। ବ୍ଲୁଡାଇମଣ୍ଡ ର ଅଧିକାରୀ ପବିତ୍ର ମୋହନ ଶତପଥି, ଅଭୟ କୁମାର ରାଉଳ, କ୍ଷେତ୍ରାଧିକାରୀ ଜ୍ୟୋତିର୍ମୟୀ ପାଲ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top