ଜିଲ୍ଲା ପରିକ୍ରମା

ନୂଆପଡା -ମେଣ୍ଢାଟାଲ ଉଚ୍ଚ ବିଦ୍ୟାଳୟ ରେ ନୂଆଖାଇ ଭେଟଘାଟ

ନୂଆପଡା /କୋମନା -୨୧/୯-(ନନ୍ଦିଘୋଷ ଖମାରି )-ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ମେଣ୍ଢାଟାଲ ଉନ୍ମୀତ ଉଚ୍ଚ ବିଦ୍ୟାଳୟରେ ଠୀକପାଳୀ କ୍ଲଷ୍ଟର ର ନୂଆଖାଇ ଭେଟଘାଟ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିପ୍ର ଶବର ଓ ଶିକ୍ଷକ ଭୀମସେନ ଶବର, ସିଆରସିସି ଚିତ୍ତରଞ୍ଜନ ଦଣ୍ଡସେନା ପ୍ରମୁଖ ସାମ୍ବାନୀତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ଖେମ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ରେ ବହୁତ ସଂଖ୍ୟାରେ ଅଭିଵାବକ ବୃନ୍ଦ ଉପସ୍ଥିତ ରହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top