ଜିଲ୍ଲା ପରିକ୍ରମା

ନୂଆପଡା -ବୋଡେ଼ନ ରେ ଏନ .ଜେଡ଼ .ଏସ .ଏସ ର କାର୍ଯ୍ୟକାରିଣୀ ବୈଠକ

ନୂଆପଡା-୨୭/୫-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲ୍ଲା ବୋଡେନ ସ୍ଥିତ ଫରେଷ୍ଟ ବଙ୍ଗଳାରେ ଏନ.ଜେଡ.ଏସ.ଏସ(NZSS)ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘ ସଭାପତି ଗଜେନ୍ଦ୍ର ନିଆଁଲ,ସଂପାଦକ ଟିକେଶ୍ବର ନାଗ, ବରିଷ୍ଠ ସାମ୍ବାଦିକ ସୁବାସ ପଟ୍ଟନାୟକ,କେନ୍ଦ୍ରୀୟ ସଦସ୍ୟ ବିଜୟ ସହିସ, ରେଡିଓ ସ୍ବୟଂଶକ୍ତି ନିର୍ଦ୍ଧେଶକ ବିଶ୍ବଜିତ ପାଢୀ ଓ ସଂଘ କୋଷାଧ୍ୟ୍ୟକ୍ଷ ପବିତ୍ର ପ୍ରଧାନ ସମେତ ସାମ୍ବାଦିକ ସଂଘର ବହୁ ସାମ୍ବାଦିକ ଯୋଗଦାନ କରିଥିଲେ । ପ୍ରଥମେ ଉତ୍କଲ ସାମ୍ବାଦିକ ସଂଘର ପୂର୍ବତନ ସଭାପତି ପ୍ରତାପ ମହାପାତ୍ରଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହାପରେ ସଂଘର ଉନ୍ନତି ନିମନ୍ତେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top