ନୂଆପଡା-ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ରେଟ୍ରୋ ସ୍କୁଟି ପ୍ରଦାନ

ନୂଆପଡା- ୩/୩-(ଓଡ଼ିଆ ପୁଅ/ନନ୍ଦିଘୋଷ ଖମାରୀ)- ରାଜ୍ୟସଭା ସାଂସଦ ଏ ଭି ସ୍ୱାମୀ ଙ୍କ ପାଣ୍ଠିରୁ ନୂଆପଡା ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ଭାଈ ଭଉଣୀ ମାନଙ୍କୁ ଆଜି ରେଟ୍ରୋ ସ୍କୁଟି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ମାନୀତି ଅତିଥି ଭାବେ ଏଡିଏମ ତ୍ରିଲୋଚନ ମିଞ୍ଜ, ଡିଏଲସି ଡ଼ ଶିବପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇ ସ୍ବାମୀ ଙ୍କ ଏଭଳି ପଦକ୍ଷେପ କୁ ଭୁୟସୀ ପ୍ରଶଂସା କରିଥିଲେ । ଏବଂ ଆଗାମୀ ଦିନରେ ସାମାଜିକ ସସ୍କାର ଲାଗି ସମସ୍ତଙ୍କ ପାଇଁ ଏହା ଏକ ଉଦାହରଣ ହୋଇ ରହିବ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଥିଲେ ।

Leave a Reply

Your email address will not be published. Required fields are marked *