ଜିଲ୍ଲା ପରିକ୍ରମା

ନୂଆପଡା-ଜୁଆ ଆଡ୍ଡା ଉପରେ ପୋଲିସର ଚଢଉ,୨ ଲକ୍ଷରୁ ଅଧିକ ଟଙ୍କା ସମେତ ବହୁ ସାମଗ୍ରୀ ଜବତ

ନୂଆପଡା-୨୪/୨-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ- ନୂଆପଡା ଜିଲ୍ଲା ସ୍ଥିତ ଜୁନାନୀ ଜଙ୍ଗଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ  ନୂଆପଡା ପୁଲିସ ଅତର୍କିତ ଭାବରେ ଚଢଉ କରି ୧୪ ଜଣ ଜୁଆଡିକୁ ଗିରଫ କରିବାରେ ସଫଳ ହୋଇଛି । ଏହା ସମେତ ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ୭୨୬ ଟଙ୍କା,୧୪ ଗୋଟି ମୋବାଈଲ ଫୋନ,୧୪ ଗୋଟି ମୋଟର ସାଇକଲ,୨୦୮ ଟି ତାସପତି ସହ ଗୋଟିଏ ଲେଖାଁ ଏଟିଏମ ଓ ଭୋଟର କାର୍ଡ  ଜବତ କରିଛି । ୨୦୧୮ର ଆରମ୍ଭରେ ଏତେ ପରିମାଣର ଟଙ୍କା ଜୁଆ ଆଡ୍ଡାରୁ ଜବତ ହେବା ଏହା ପ୍ରଥମ ବୋଲି ନୂଆପଡା ଡିଏସପି ବିଦ୍ୟୁତ ପଣ୍ଡା ଏକ ସମ୍ବାଦିକ ସମ୍ବିଲନୀରେ କହିବା ସଂଗେ ସଂଗେ  ଗିରଫ ୧୪ ଜୁଆଡିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top