ଓଡ଼ିଶା

ନୂଆପଡା -ଜଙ୍ଗଲୀ ଭାଲୁ ଆକ୍ରମଣରେ ନଅଜଣ ଆହତ

ନୂଆପଡା- ୧୦-୯ – (ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲ୍ଲା ବୋଡେନ ବ୍ଲକ ସ୍ଥିତ ଖୁର୍ଲା ଜଙ୍ଗଳରୁ ଆଜି ଅପରାହ୍ନରେ ଏକ ଭାଲୁ କରଙ୍ଗାମାଲ ଗାଁକୁ ଚାଲି ଆସିଥିଲା।ଗାଁ ଭିତରେ ଜଙ୍ଗଳୀ ଭାଲୁକୁ ଦେଖି ଲୋକେ ଭୟରେ ଏପଟ ସେପଟ ପଲେଇ ଯାଇଥିଲେ। କିଛି ଲୋକ ଭାଲୁକୁ ଘଉଡେଇବାକୁ ଉଦ୍ୟମ କରୁଥିବା ବେଲେ ୯ ଜଣଙ୍କୁ ଭାଲୁ ଆକ୍ରମଣ କରି ଆହତ କରିଥିଲା। ତନ୍ମମଧ୍ୟରୁ ୨ ଜଣ ଗୁରୁତର ଆହତ ହେବାରୁ ଖଡିଆଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିବା ସୂଚନା ମିଲିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top