ଜିଲ୍ଲା ପରିକ୍ରମା

ନୂଆପଡା -କୋମନା ପୋଲିସ ପକ୍ଷରୁ 353 ରାଜପଥରେ ଯାନ ବାହାନ ଚେକିଙ୍ଗ

ନୂଆପଡା/କୋମନା-୯/୫-(, ଓଡ଼ିଆ ପୁଅ /ନନ୍ଦିଘୋଷ ଖମାରି )-ନୂଆପଡା ଜିଲ୍ଲା କୋମନା ପୁଲିସ ପକ୍ଷରୁ ୩୫୩ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହନ ତଦାରଖ କରାଯାଇଛି। ଏ ନେଇ କୋମନା ଆଇ.ଆଇ.ସି ଶଲ୍ୟ ନାଏକଙ୍କ ନିର୍ଦ୍ଧେଶ କ୍ରମେ ସବ୍- ଇନ୍ସପେକ୍ଟର ଜିତୁ ମହାନନ୍ଦ ଓ ପି .ସୁନାନୀଙ୍କ ସମେତ ଏକ ଟିମ ରାସ୍ତା ଉପରେ ଯାନ ବାହନ ଅଟକାଇ ଡ୍ରାଇଭିଂ ଲାଇସେନ୍ସ, ହେଲମେଟ ପରିଧାନ ଓ ବିଭିନ୍ନ କାଗଜ ପତ୍ର ଚ୍ୟାକିଙ୍ଗ କରିଥିଲେ। ଏହା ସହ ଡ୍ରାଇଭର ମାନଙ୍କୁ ବ୍ୟାଲ୍ଟ ବ୍ୟବହାର କରିବା ଓ ମଦ୍ୟ ପାନ କରି ଗାଡି ନ ଚଲେଇବା ପାଇଁ ମଧ୍ୟ୍ୟ ସଚେତନ କରା ଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top