ଭୁବନେଶ୍ୱର ୨୪-୮ (ଓଡ଼ିଆ ପୁଅ) ସଚିବାଳୟରେ ଖୁବ୍ଶୀଘ୍ର ନିଯୁକ୍ତି ପାଇବେ ୫୦୦ ସହକାରୀ ଉପବିଭାଗ ଅଧିକାରୀ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ପଦବୀ ଗୁଡିକୁ ପୂରଣ କରିବାପାଇଁ ଓଡିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ୨୦୧୮ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା। କରାଯିବ। ଏହାଦ୍ୱାରା ସଚିବାଳୟର ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ। ହୋଇପାରିବ।

Loading...