ନିମ ସାହି ପୂଜା କମିଟି ଦୁର୍ଗା ପୂଜା ନିମନ୍ତେ ମାଟି ଅନୂକୁଳ

କଟକ ୩-୯ (ଓଡ଼ିଆ ପୁଅ) ରିଖ ନିମ ସାହି ପୂଜା କମିଟି ଆଗାମୀ ଦୁର୍ଗା ପୂଜା ନିମନ୍ତେ ମାଟି ଅନୂକୁଳ ପାମ୍ପାରିକ ରିତି ନିତି ଅନୁଯାୟୀ ଆଜି ଦିବା ୧୦.୦୦ ଘଟିକା ସମୟରେ କଟକ ଦେବୀ ଗଡା ଘାଟ ଠାରେ ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର ସଭାପତି ସମୀର ଦେ ନିଜେ କର୍ତା ହୋଇ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ, କାର୍ଯ୍ୟକାରି ସଭାପତି ମହେଶ୍ୱର ସେଠୀ, ଉପ ସଭାପତି ଅମର ସେଠୀ, ସନ୍ତୋଷ ସେଠୀ, ସାଧାରଣ ସମ୍ପାଦକ ପ୍ରଦୀପ ମହାରଣା, ସଙ୍ଗଠନ ସମ୍ପାଦକ ଚନ୍ଦନ ଦାସ, ସହ ସମ୍ପାଦକ ହେମନ୍ତ ସେଠୀ, କେଦାର ଷଡଙ୍ଗୀ, ସମର ନାୟକ, କୋଷାଧ୍ୟକ୍ଷ ବୈଭବ ଦାସ, ସହକାରୀ କୋଷାଧ୍ୟକ୍ଷ ରଜନୀକାନ୍ତ ଦାସ, ଶାନ୍ତି କମିଟି ସାଧାରଣ ସମ୍ପାଦକ ଭିକାରୀ ଦାସ, ଅଧିକାରୀ ବିରବର ଦାସ, ରତିକାନ୍ତ ପାରମାଣିକ, ନବ ଦାସ, ବୁଲୁ ଦାସ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *