ଜିଲ୍ଲା ପରିକ୍ରମା

ନିଜ ଖର୍ଚ୍ଚରେ ରୋଗି ଙ୍କୁ ସେବା

ଖଡିଆଳ/ନୂଆପଡା-୧୩.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ୱାଡ ନଂ ୧୦ ର ଜଣେ ସଂହୃଦୟ ବ୍ୟକ୍ତି ମାସକୁ ଥରେ ଲେଖାଏ ରୋଗି ମାନଙ୍କୁ ସନ୍ଧ୍ୟା ସମୟରେ ବିସ୍କୁଟ ବଣ୍ଟନ କରିଥାନ୍ତି କାହିକି ନା ଦିନ ହେଲା ରୋଗିଙ୍କ ଖାଇବାକୁ ମିଳିଥାଏ ମାତ୍ର ସନ୍ଧ୍ୟା ସମୟ ଖାଇବାକୁ ମିଳେନାହିଁ। ଏହି ବ୍ୟକ୍ତି ହେଲେ ପ୍ରଦିପ ମହାନା ଆଜକୁ ୧୫ ବର୍ଷ ର ରର୍ଦ୍ଦ ହେବା ମାସକୁ ଥରେ ରୋଗିଙ୍କୁ ଆସି ବିସ୍କୁଟ ବଣ୍ଟନ କରିଥାନ୍ତି। ଆଜି ପର୍ଯ୍ୟନ୍ତ ନମ କୁ ଗୋପନ ରଖି ଆସୁଥିଲେ, ମାତ୍ର ଗତ କାଲି ସେ ବିସ୍କୁଟ ବଣ୍ଟନ ସମୟ ରେ ଆମ ପ୍ରତିନିଧି ସହ ସାକ୍ଷାତ ହୋଇଥିଲା। ସେ କହନ୍ତି ରୋଗି ସେବା ହେଉଛି ଭଗବାନଙ୍କ ସେବା ମୋତେ ବହୁତ ଆନନ୍ଦ ମିଳିଥାଏ କିନ୍ତୁ ଜିଏ ବି ସହୃଦୟ ବ୍ୟକ୍ତ ମାସକୁ ଦିନ ଟିଏ ଲେଖାଏ ରୋଗି ସେବା କରିବା କଥା। ଶ୍ର ମହାନା ଙ୍କ ଏହି ସେବା କାର୍ଯ୍ୟରେ ରୋଗି ଓ ଲୋକେ ପ୍ରସଂଶା କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top