ନିଆଁରେ ପୋଡି ଗଲେ ବୃଦ୍ଧା

ଖଇରା/ବାଲେଶ୍ୱର, ୧୪/୨/୨୦୧୮ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା )-ଖଇରା ଥାନା ରଣପୁର ଗ୍ରାମର ସୁରେନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ କୁଳିହା ଦେହୁରୀ ଚୁଲି ପାଖରେ ବସିଥିଲେ। ତାଙ୍କ ଦେହରେ ନିଆଁ ଲାଗିଯାଇଥିଲେ ମଧ୍ୟ ସେ ଜାଣିପାରିନଥିଲେ। ପରିବାର ଲୋକ ଦେଖି ତାଙ୍କୁ ଖଇରା ମେଡିକାଲ୍ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ୬୦ ଭାଗରୁ ଉର୍ଦ୍ଧ ପୋଡିଯାଇଥିବାରୁ ଡାକ୍ତରଖାନା ସୁତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *