କୋରାପୁଟ ; ତା୨୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଦାମନଯୋଡି ନାଲକୋ ସ୍ଥିତ ପଂଚପଟ୍ଟମାଳି ମାଇନ୍ସରୁ ଶନିବାର ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ମୃତ ମହିଳା ଜଣକ ଭିତର ମରିଚମାଳ ଗ୍ରାମର ଶ୍ରୀଧର ଦିଶାଲୀଙ୍କ ପତ୍ନୀ ରୂପଣା ଦିଶାରୀ(୪୦) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ମୃତ ରୂପଣା ଶୁକ୍ରବାର ମକା କିଣିବାକୁ ନିକଟସ୍ଥ ଗ୍ରାମକୁ ଯାଇ ଆଉ ଫେରିନଥିଲେ। ସ୍ୱାମୀ ଶ୍ରୀଧର ରୂପଣାଙ୍କ ନିଖୋଜ ସମ୍ପରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ର୍କରେ କାକିରିଗୁମା ଥାନାରେ ଅଭିଯୋଗ କରିଥିବାବେଳେ ଶନିବାର ତାଙ୍କର ମୃତଦେହ ମାଇନ୍ସରୁ ଠାବ କରିଛି। କାକିରିଗୁମା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Loading...