ଓଡ଼ିଶା

ନାବାଳିକାକୁ ଅସଦାଚରଣ ଅଭିଯୋଗ:ଥାନାରେ ମାମଲା

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ ଦାସସାହି ଗ୍ରାମର ଜଣେ ନାବାଳିକା ଛାତ୍ରୀକୁ ସେହି ଗ୍ରାମର ନିରୋଦ ଦାସଙ୍କ ପୁଅ ହାତୀ ଦାସ (୨୫) ଉକ୍ତ ନାବାଳିକାକୁ ରାସ୍ତାରେ ଏକୁଟିଆ ପାଇ ମନ୍ଦ ଉଦ୍ଦେଶ୍ୟ ନେଇ ଅସଦାଚରଣ କରିଥିବା ଆଜି ଥାନାରେ ଅଭିଯୋଗ ହୋଇଛି। ସଂପୃକ୍ତା ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା କେଶ ନଂ-୧୩୨/୧୮ରେ ରୁଜୁକରିଛି। ସଂପୃକ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top