ନବୀନଙ୍କ ନିର୍ଦ୍ଦେଶ: ୧୧୫ଟି କନେଷ୍ଟବଳ ଓ ସିପାହୀ ପଦବୀ ପୂରଣ ହେବ

ଭୁବନେଶ୍ୱର ୬-୨ (ଓଡ଼ିଆ ପୁଅ) ରାଜ୍ୟର ବିଭିନ୍ନ ପୋଲିସ ସଂସ୍ଥା ଗୁଡିକରେ ଖାଲି ଥିବା ୧୧୫ଟି କନେଷ୍ଟବଳ ଓ ସିପାହୀ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦବୀ ଗୁଡିକ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ଦ୍ବାରା ପୂରଣ କରାଯିବ। ଓ.ଏ.ଏସ୍.ପି, ଆଇ.ଆର୍.ବି.ଏନ୍ ଓ ଏସ୍.ଆଇ.ଆର ବାଟାଲିଅନ ଆଦି ସଂସ୍ଥା ଗୁଡିକରେ ଏହି ପଦବୀ ପୂରଣ କରାଯିବ।

Leave a Reply

Your email address will not be published. Required fields are marked *