କୋରାପୁଟ

ନଗର ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ

କୋରାପୁଟ ; ତା୨୪-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଭାରତୀୟ ଜନତା ପାର୍ଟି କୋରାପୁଟ ନଗର ଶାଖା ପକ୍ଷରୁ ଏକ ସ୍ୱଚ୍ଛ ବାରତ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଛି। ଦଳୀୟ କର୍ମୀ ଓ ନେତା ଏଥିରେ ସାମିଲ ହୋଇ ବସଷ୍ଟାଣ୍ଡ, ପୋଲିସ ହେଡକ୍ୱାଟର ଓ ସିଟିକେଫ ଛକ ଯାଏ ସଫେଇ କରିବା ସହ ଯାତ୍ରୀ ଓ ଜନ ସାଧାରଣଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରାଇଥିଲେ। ଭାରତୀୟ ଜନତା ପାର୍ଟି ଜିଲା ସବାପତି ବିଜୟ ମିଶ୍ର, ନଗର ସଭାପତି ଜି.ସଂଜୀବ କୁମାର, ଜିଲା ଉପ-ସଭାପତି ପୂର୍ଣିମା ନାୟକ, ସୀତା ଦାଶ, ସଂଯୋଜକ ଚନ୍ଦ୍ର ଶେଖର ରଥ, ସନ୍ତୋଷ ଦାଶ, ବିଜୁ ଦଲେଇ, ଅଶ୍ୱିନୀ ପଟ୍ଟନାୟକ, ସିଦ୍ଧାର୍ଥ ମୁଦୁଲି, ଶେଖର ପଟ୍ଟନାୟକ, ଘନଶ୍ୟାମ ଟାକ୍ରୀ, ଏନ.ବାଘ ଓ ଅର୍ଜୁନ ନାୟକ ଉପସ୍ଥିତ ଥିଲେ।ଆସନ୍ତାଦିନରେ ମଦ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top