ଓଡ଼ିଶା

‘ଧରିତ୍ରୀ’ ସମ୍ବାଦିକ ମାନସ ମହାନ୍ତିଙ୍କୁ ସାମ୍ବାଦିକ ଗୌରବ ସମ୍ମାନ

ଯୋଡା – ୦୯/ ୭: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଆଜି କଟକ ସାହିତ୍ୟ ସଂସଦ ପକ୍ଷରୁ ସାମ୍ବାଦିକ ମାନସ ରଞ୍ଜନ ମହାନ୍ତିଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ପ୍ରଦାନ କରାଯାଇଛି। କଟକସ୍ଥିତ ଝାଞ୍ଜିର ମଙ୍ଗଳା ଗାନ୍ଧି ଭବନ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ରାଜ୍ୟ ସ୍ଥରିୟ ସାହିତ୍ୟ ସଭାରେ ତାଙ୍କୁ ଉପଢୈକନ ଏବଂ ମାନପତ୍ର ଦିଆଯାଇ ଏହି ସମ୍ବର୍ଦ୍ଧନା କରାଯାଇଛି। ଖଣି ପ୍ରବଣ କେନ୍ଦୁଝର ଜିଲ୍ଲାରେ ଖଣି ଚୋରି ରୋକିବା ଦିଗରେ ଯୋଡାଠାରେ ରହି ନିରବିଚ୍ଛନ ଭାବରେ ତଥ୍ୟ ଭିତ୍ତିକ ଖବର ପରିବେଷଣ କରି ସେ ରାଜ୍ୟ ଜନସାଧାରଣଙ୍କ ଆସ୍ଥା ଭାଜନ ହାଇପାରିଥିଲେ। ସେ ଦୈନିକ ଖବରକାଗଜ ଧରିତ୍ରୀରେ ଏବେ କାର୍ଯ୍ୟରତ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top