ad
ଗଞ୍ଜାମ

ଧରାକୋଟ ବ୍ଲକ୍ ରେ ଆତ୍ମ ନିଯୁକ୍ତି ମେଳା ଅନୁଷ୍ଠିତ

ଆସିକା/ଧରାକୋଟ,୧୨/୧୨ (ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଓଡ଼ିଶା ନିୟୋଜନ କାର୍ଯ୍ୟାଳୟ ଓ ଏସଆଇଏସ ମିଳିତ ସହଯୋଗରେ ଧରାକୋଟ ବ୍ଲକ୍ ପରିସରରେ ଏକ ଆତ୍ମ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ମେଳାରେ ବ୍ଲକ୍ ର ପ୍ରାୟ ୨୫ରୁ ଅଧିକ ଛାତ୍ର ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ ଛାତ୍ରଙ୍କୁ ଚୟନ କରାଯାଇ ସେମାନଙ୍କୁ ବିଭିନ୍ନ ସଂସ୍ଥାରେ ସିକ୍ୟୁରିଟ ଗାର୍ଡ ଓ ସୁପର ଭାଇଜର ରୂପ ଚୟନ କରାଯାଇଛି ।ଏହି ମେଳାରେ ଏସଆଇଏସ ରିକୁଟିମେଣ୍ଟ ଅଧିକାରୀ ଦେବୀ ପ୍ରସାଦ ଉତ୍ତରାୟ ଓ ପ୍ରମୋଦ କୁମାର ଗୋୖଡ଼ ଉପ-ରିକୁଟିମେଣ୍ଟ ଅଧିକାରୀ ଯୋଗ ଦେଇଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top