ad
ଗଞ୍ଜାମ

ଧରାକୋଟସ୍ଥିତ ଅନନ୍ତ ନାରାୟଣ ମହାବିଦ୍ୟାଳୟରେ ଏକ ଭିନ୍ନଧରଣ କାର୍ଯ୍ୟକ୍ରମ “ଆମେ ବଦଳାଇବୁ ଆମ ଭାରତ”

ଆସିକା: ୩୦/୧୦ (ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଧରାକୋଟସ୍ଥିତ ଅନନ୍ତ ନାରାୟଣ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକଲ୍ୟାରେ “ଆମେ ବଦଳାଇବୁ ଆମ ଭାରତ” କାର୍ଯ୍ୟକ୍ରମ ପାଳିତ ହୋଇଛି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ ଯୁବ ଗୋଷ୍ଠିକୁ ଗଣତନ୍ତ୍ରର ଆଭିମୁଖ୍ୟ ଜଣାଇ ଗଣତନ୍ତ୍ରକୁ ସୁଦୃଢ କରାଇଵା ଲକ୍ଷ୍ୟ ନେଇ ଏହି କର୍ମଶାଳା ଆରମ୍ଭ ହୋଇଥିଲା ଆୟୋଜିତ କର୍ମଶାଳାରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଅକ୍ଷୟ ପଟ୍ଟନାୟକ ଅଧକ୍ଷତା କରିଥିବା ବେଳେ ଇଂରାଜୀ ଅଧ୍ୟାପକ ବଳରାମ ସ୍ୱାଇଁ ଅର୍ଥଶାସ୍ତ୍ର ଅଧ୍ୟାପିକା କ୍ଷୀରାଵାଧି ସାହୁ ,ଇତିହାସ ବିଭାଗ ଅଧ୍ୟାପିକା ସୁନିତା ପରିଡା ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜାତିୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ମଞ୍ଚାସିନ ରହି ଗଣତନ୍ତ୍ରର ଭବିଷ୍ୟତ ଓ ସଫଳତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଏବଂ ଏକ ଚଳଚିତ୍ର ପ୍ରଦର୍ଶନ ହୋଇଥିଲା ମହାବିଦ୍ୟାଳୟର ଜାତିୟ ସେବା ଯୋଜନା ଅଧିକାରୀ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଲଡୁ କିଶୋର ବେହେରା ପରିଚାଳନା କରିଥିଲେ |

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top