କେନ୍ଦ୍ରାପଡ଼ା

ଦୂର୍ଘଟଣାରେ ବାଇକ ଆରୋହି ଗୁରୁତ୍ତର

କେନ୍ଦ୍ରାପଡା ୧୫/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଏକ ସଡକ ଦୂର୍ଘଟଣାରେ ଜଣେ ବାଇକ ଆରୋହି ଗୁରୁତ୍ତର ହୋଇଥିବା ଜଣାପଡିଛି । ୫ନମ୍ବର(କ) ଜାତୀୟ ରାଜପଥର ମରଡପୁର ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢେ ବାରଟା ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହି ଦୂର୍ଘଟଣାଗ୍ରସ୍ତ ହୋଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ ଗାଡି ଘଟଣାସ୍ଥଳରେ ପହଁଚି ଗୁରୁତ୍ତର ଅବସ୍ଥାରେ ରାସ୍ତାରେ ପଡିଥିବା ବାଇକ ଆରୋହିଙ୍କୁ ସେଠାରୁ ଆଣି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲା । ତାଙ୍କର ନାମ ଭୀମସେନ ସାହୁ ବୋଲି ଜଣାପଡିଥିଲେ ମଧ୍ୟ ଠିକଣା ସମ୍ପର୍କରେ କିଛି ସୂଚନା ମିଳିନାହିଁ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top