ଦୁତିଙ୍କୁ ବରିଷ୍ଠ ସାମ୍ବାଦିକ ମାନଙ୍କ ପକ୍ଷରୁ ଶୁଭେଚ୍ଛା

ଯାଜପୁର-୩୧/୮(ଓଡିଆ ପୁଅ/ଏ.ରାଉତ) ଦେଶର ଦୈାଡରାଣୀ ଯାଜପୁର ଏକ୍ସପ୍ରେସ ଦୁତି ଚାନ୍ଦ ଚଳିତ ଏସୀୟ କ୍ରୀଡାରେ ଦ୍ୱିତୀୟ ରୋପ୍ୟ ପଦକ ବିଜୟୀନି ହୋଇଛନ୍ତି । ବୁଧବାର ଅନୁଷ୍ଠିତ ୨୦୦ ମିଟର ଦୈାଡରେ ଦୁତି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୈାପ୍ୟ ପଦକ ବିଜୟୀନି ହେବାରେ ସକ୍ଷମ ହୋଇଛନ୍ତି । ଏହି ଖବର ଜଣା ପଡିବା ପରେ କେବଳ ଦୁତିଙ୍କ ଗ୍ରାମ ନୁହେଁ ସାରା ଜିଲାରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଜିଲାବାସୀ ଆଜି ୨୦୦ ମିଟର ଫାଇନାଲର ଫଳାଫଳକୁ ଉକôଣ୍ଠାର ସହିତ ଅପେକ୍ଷା କରିଥିଲେ । ପଳାଫଳରେ ଦୁତି ରୈାପ୍ୟ ପଦକ ବିଜୟୀନି ହେବା ଜିଲାବାସୀଙ୍କୁ ବେଶ ଆନନ୍ଦ ଦେଇଥିଲା । ଲଗାତାର ଦୁଇଟି ଇଭେଂଟରେ ଯାଜପୁର ଜିଲାର ଦୁତି ରୈାପ୍ୟ ବିଜୟୀ ହେଲାପରେ ବରିଷ୍ଠ ସାମ୍ବାଦିକ ଇନ୍ଦ୍ରମଣୀ ନାୟକ, ଗୁଲାମ ଗସ୍ ଦୁତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *