କୋରାପୁଟ

ଦୁଇ ବର୍ଷଧରି ମୃତ ବ୍ୟକ୍ତିର ପରିଚୟ ଅନୁସନ୍ଧାନ ଜାରି ରଖିଛି ପୋଲିସ

କୋରପୁଟ ୨୪/୭/୧୮(ଓଡ଼ିଆ ପୁଅ/ଅଭିନାଶ ଜାନାମ) ଆନ୍ଧ୍ର ପ୍ରଦେଶ ବିଶାଖାପାଟଣମ ଜିଲ୍ଲାର ଆରୁକୁ ସର୍କେଲର ଅନନ୍ତ ଗିରି ଥାନା ଅନ୍ତର୍ଗତ ବିଶି ପୁରମ ନିକଟସ୍ଥ ଜଙ୍ଗଲରେଏକ ଅର୍ଦ୍ଧ ଦଗ୍ଧ ପୋଡ଼ି ହୋଇଥିବା ଶବ ନିକଟରୁ ଏକ ହଳଦିଆ ଚେକ ଟିସାର୍ଟ ଓ ନିଲବର୍ଣ୍ଣ ଜିନ ପେଣ୍ଟ ମିଳିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅନନ୍ତ ଗିରି ପୋଲିସ ୧୦ ଘଣ୍ଟା ସମୟରେ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଏକ ମାମଲା ରୁଜୁ କରିଥିବା ବେଳେ କେସ ନଂ୨୦/୧୬ u/s ୩୦୨, ୨୦୧ ଆଇପିସି ଧାରାରେ ରୁଜୁ କରି ତଦନ୍ତ କରୁଥିବା ବେଳେ ପରିଚୟ ଦୁଇ ବର୍ଷ ବିତିଗଲା ପରେ ମଧ୍ୟ କୌଣସି ସନ୍ଧାନ ପାଇବାରେ ବିଳମ୍ବ ଯୋଗୁଁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ହୋଇ ଥିବାରୁ ମୃତ ବ୍ୟକ୍ତିର ପରିଚୟ ପାଇଁ ପଡୁଆ ଥାନା ପୋଲିସକୁ ସହାୟତା ମାଗିଥିବା ଜଣା ପଡ଼ିଛି। ମୃତ ବ୍ୟକ୍ତିର ଅନୁସନ୍ଧାନ ଜାରି ରଖିଛି ବୋଲି ପଡୁଆ ଥାନା ଅଧିକାରୀ ଗୁରୁଦେବ କର୍ମୀ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top