କେନ୍ଦ୍ରାପଡ଼ା

ଦୁଇ ଓଡିଆ କରାଟେ ପ୍ରତିଯୋଗୀଙ୍କ ଏଥେନସ ଯାତ୍ରା

କେନ୍ଦ୍ରାପଡା (ଲକ୍ଷ୍ମୀକାନ୍ତ ନାୟକ)- ଆସନ୍ତା କାଲିଠାରୁ ୩୦ତାରିଖ ପର୍ଯ୍ୟନ୍ତ ଗ୍ରୀସର ରାଜଧାନି ଏଥେନସ ସହରରେ ୱାଲଡ କରାଟେ ୟୁନିୟନ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ କରାଟେ ପ୍ରତିଯୋଗୀତାରେ ଭାରତରୁ ୧୨ଜଣ ପ୍ରତିଯୋଗୀ ଏଥେନସ ଯାଇଛନ୍ତି। ସେମାନଙ୍କମଧ୍ୟରେ ଦୁଇଜଣ ଓଡିଆ ଅଛନ୍ତି। ସେମାନେ ହେଉଛନ୍ତି ପ୍ରଭୁ ପ୍ରସାଦ ସାହୁ ଓ ମାନସ ରଞ୍ଜନ ତାଣ୍ଡି। କେନ୍ଦ୍ରାପଡାର ବରିଷ୍ଠ କରାଟେ ପ୍ରଶିକ୍ଷକ ହିମାଂଶୁ ଭୂଷଣ ଦାସ ଭାରତୀୟ ଦଳର କୋଚଭାବେ ମନୋନ୍ୱିତ ହୋଇ ଏଥେନସ ଅଭିମୁଖେ ଯାତ୍ରା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top