ଦିଲ୍ଲୀରେ ଜେନେରେଟର, ଡିଜେଲ ଗାଡ଼ି, ଥର୍ମାଲ ପ୍ଲାଣ୍ଟ ବନ୍ଦ କରିବାକୁ ମତ ଦେଲେ EPCA

ନୂଆଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) ଏନୱର୍ନମେଣ୍ଟ ପଲ୍ୟୁଶନ ପ୍ରିଭେଂସନ ଏଣ୍ଡ କଂଟ୍ରୋଲ ଅଥରିଟୀ (EPCA) ଦିଲ୍ଲୀ ଏବଂ ଏନସିଆରରେ ବଢୁଥିବା ପଲ୍ୟୁସନକୁ ନିପଟିବା ପାଇଁ ଡିଜଲ ଗାଡ଼ି ଏବଂ ଥର୍ମାଲ ପାୱାର ପ୍ଲାଣ୍ଟ ଟେମ୍ପରେରୀ ଭାବରେ ବନ୍ଦ କରିବା ପାଇଁ ମତ ଦେଇଛନ୍ତି। ଏହି ମତ ଗ୍ରେଡେଡ ରେସ୍ପନ୍ସ ଏକ୍ସନ ପ୍ଲାନ ଭିତ୍ତିରେ ଦିଆଯାଇଛି। କୁହାଯାଇପାରେଯେ, ଦିଲ୍ଲୀ ଏବଂ ଏନସିଆରରେ ଆଜି ଦିନରେ ସ୍ମଗର କାରଣରୁ ଅବସ୍ଥା ବହୁତ ଖରାପ ଅଛି। ମେଡିକଲଗୁଡ଼ିକ ଲୋକମାନଙ୍କର ହେଲ୍ଥ ଏଡଭାଇଜରୀ ମଧ୍ୟ ଜାରୀ କରିଛନ୍ତି।

ସୁପ୍ରୀମ କୋର୍ଟକୁ ଦେଲେ ରିପୋର୍ଟ
– EPCAର ଗଠନ ସୁପ୍ରୀମ କୋର୍ଟଙ୍କର ଅର୍ଡର ଉପରେ ହିଁ କରାଯାଇଛି। EPCA ସୋମବାରଦିନ ନିଜର ରିପୋର୍ଟ ସୁପ୍ରିମ କୋର୍ଟକୁ ପଲ୍ୟୁସନ କଂଟ୍ରୋଲ ଅଥରିଟୀ ପଲ୍ୟୁଶନ କଂଟ୍ରୋଲ କରିବା ପାଇଁ କେତେକ ରେକମେଣ୍ଡେସନ କରିଛନ୍ତି।
– EPCA କହିଛନ୍ତିଯେ, ସମସ୍ତ ଗାଡିରେ ଏପରି ଏକ ସ୍ଟିକର ଲଗାଯିବା ଅବଶ୍ୟକ ଯେପରିକି ସେହି ଗାଡି ଫ୍ୟୁଲ ଟାଇପ ଏବଂ ତାର ବୟସ ଅର୍ଥାତ କେତେ ପୁରୁଣା ତାହାର ବିଷୟରେ ସେହି ସ୍ଟିକରରେ ଲେଖାଯିବା ଆବଶ୍ୟକ। କିଛି ଗାଡିକୁ ସଡକରୁ ମଧ୍ୟ ହଟାଇବା ଆବଶ୍ୟକ।
ପରାଲୀ ସ୍ମଗ କେବଳ ଏକ କାରଣ ନୁହେଁ
– ପଲ୍ୟୁସନ ଏବଂ ସ୍ମଗରୁ ନିପଟିବା ପାଇଁ କେତେକ ମତ ଦେବା ସହିତ EPCA ମଧ୍ୟ ସଫା ସଫା କହିଛନ୍ତିଯେ, ପଂଜାବ ଏବଂ ହରିଆଣାରେ ଖେତକୁ ଜଲାଇ (ପରାଲୀ) ଏହି ପଲ୍ୟୁସନ ପାଇଁ କେବଳ ଜିମ୍ମେଦାର ନୁହେଁ। ଏହା ବ୍ୟତୀତ ମଧ୍ୟ ଅନେକ କାରଣରୁ ଶାତଦିନେ ଦିଲ୍ଲୀ ଏବଂ ଏନସିଆରରେ ପଲ୍ୟୁସନର ଲେଭେଲ ଅଧିକ ବଢୁଛି।
– EPCA କହିଛନ୍ତିଯେ,- ଏଥିପାଇଁ ଏମରଜେଂସି କୁ ଦେଖି କିଛି ଅନ୍ୟ କେତେକ ଷ୍ଟେପ୍ ନେବା ଆବଶ୍ୟକ। ଯେପରିକି କୋଇଲାରେ ଚାଲୁଥିବା ଥର୍ମାଲ ପାୱାର ପ୍ଲାଣ୍ଟ ଏବଂ ଏହିପରି ଇଂଡଷ୍ଟ୍ରିଜ୍ ବନ୍ଦ କରିବା ଆବଶ୍ୟକ। ସୁପ୍ରୀମ କୋର୍ଟ ପୂର୍ବରୁହିଁ ଫର୍ନେସ ପ୍ଲାଣ୍ଟ୍ସ କୁ ବନ୍ଦ କରିବାପାଇଁ ଆଦେଶ ଦେଇସାରିଛନ୍ତି।

– EPCA କହିଛନ୍ତିଯେ, ଡିଜେଲରେ ଚାଲୁଥିବା ଗାଡି କୁ ବୈନ କରିବା ଆବଶ୍ୟକ। ଏବଂ ଏହି ଗାଡ଼ି ଉପରେ ପିୟୁସି (ପଲ୍ୟୁଶନ ଅଣ୍ଡର କଂଟ୍ରୋଲ ସାର୍ଟିଫିକେଟ) ସ୍ଟିକର ଲଗାଇବା ଆବଶ୍ୟକ। ଯେଉଁଥିରେ ଏପରି ଜଣାପଡ଼ିପାରିବଯେ, ଏହି ଗାଡ଼ିର ପଲ୍ୟୁସନ୍ କେତେ?

– EPCA ମୌସମର ପୂର୍ବାନୁମାନ (weather forecast) କୁ ନେଇକରି ମଧ୍ୟ ମତ ଦେଇଛନ୍ତି। ପଲ୍ୟୁଶନ ଅଥରିଟି କହିଲେ କି ମୌସମ ବିଭାଗକୁ ୱେଦର ଏକ୍ସପର୍ଟ୍ସଙ୍କର ସାହାଯ୍ୟରେ ଅଧିକ ଭଲଭାବରେ ୱେଦର ଫୋରକାସ୍ଟ କରିବା ଆବଶ୍ୟକ।

ଉପଯୁକ୍ତ ହେଲ୍ଥ ଏଡଭାଇଜରୀ ଜାରି କରିବାକୁ ଦେଲେ ମତ: EPCA ମଧ୍ୟ କହିଲେକି ଏହି ପରି ଅବସ୍ଥାରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ପାଇଁ ଭଲ ହେଲ୍ଥ ଏଡଭାଇଜରୀ ଜାରି ହେବା ଆବଶ୍ୟକ। ଏହା ବ୍ୟତୀତ ପବ୍ଲିକ ଟ୍ରାଂସପୋର୍ଟ ସିସ୍ଟମ କୁ ମଧ୍ୟ ଭଲରୂପେ ଗଢ଼ିବା ଆବଶ୍ୟକ।

– ଅଥରିଟି କହିଲେ କି ତିନି ବର୍ଷ ପୂର୍ବରୁ ଦିଲ୍ଲୀର ସଡକରେ ଜେତିକି ବସ ଥିଲା ଆଜି ସେଥିରେ ବହୁତ କମ ହୋଇଛି। ଜେନରେଟର ସେଟ୍ସ ବୈନ କରିବା ଆବଶ୍ୟକ କିନ୍ତୁ ଏହା ମଧ୍ୟ ଦେଖିବାକୁ ପଡ଼ିବଯେ, ସେଠାରେ ବିଜୁଳି ଉପଲବ୍ଧତା କିପରି।

Leave a Reply

Your email address will not be published. Required fields are marked *