ଓଡ଼ିଶା

ଦିନ ଦୟାଲ ଜୟନ୍ତି ଅବସରରେ ସ୍ୱଚ୍ଚତା କାର୍ଯ୍ୟକ୍ରମ

ଭୁବନେଶ୍ୱର;୧୧,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ମହାନ୍ ଚିନ୍ତାନାୟକ ତଥା ଦାର୍ଶନିକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ଯତିଥି ଅବସରରେ “ସମର୍ପଣ ଦିବସ” ପାଳନ କରାଯାଇ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିରାକାରପୁର ଡାକ୍ତରଖାନା ଏବଂ ନୀଳ କଣ୍ଠେଶ୍ଵର ମନ୍ଦିରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଵଚ୍ଛଭାରତ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇ ଯାଇଛି।ଏଥିରେ ବରିଷ୍ଠ କୃଷକ ନେତା କୃଷ୍ନ ଜଗଦ୍ଦେବ ,କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀରଞ୍ଜନ ମଙ୍ଗରାଜ ଏବଂ କାଳୁ ଖଣ୍ଡୟତରାୟଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।କାର୍ଯ୍ୟକର୍ତ୍ତା ମାନେ ଉଭୟ ନିରାକାରପୁର ଡାକ୍ତରଖାନା ଏବଂ ବଡ଼ ବଜାର ସ୍ଥିତ ନୀଳକଣ୍ଠେଶ୍ବର ମନ୍ଦିର ପରିସରରେ ସଫେଇ କାର୍ଯ୍ୟକର୍ମ କରିଥିଲେ।ଏଥି ଉପଲକ୍ଷେ ଆୟୋଜିତ ସଭାରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଜୀବନୀ ଉପରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top